HSBCର ରିପୋର୍ଟ୍ରେ କୁହାଯାଇଛି ଯେ ଭାରତର Current Account Deficit (CAD) FY27ରେ GDPର 2.3% ପର୍ଯ୍ୟନ୍ତ ବଢ଼ିବ। FY26ରେ ଏହା 0.9% ଥିଲା। Balance of Payments (BoP) ଘାଟତି USD 35 ବିଲିୟନ୍ରୁ FY27ରେ USD 65 ବିଲିୟନ୍କୁ ବଢ଼ିବାର ଅନୁମାନ। HSBC USD 95 ପ୍ରତି ବ୍ୟାରେଲ୍ କ୍ରୁଡ୍ ମୂଲ୍ୟ ଧାରଣ କରି, ତେଲ, ସୁନା, ସେବା ବ୍ୟବସାୟ ଓ ରେମିଟାନ୍ସର ପ୍ରଭାବକୁ ଗଣନା କରିଛି। ଭାରତର forex reserves ପ୍ରାୟ USD 700 ବିଲିୟନ୍ ରହିଛି, ଯାହାରୁ USD 30 ବିଲିୟନ୍ ଅତିରିକ୍ତ ସଂରକ୍ଷଣ pump price ବୃଦ୍ଧି ଓ tax unification ଦ୍ୱାରା ଆସିପାରେ। HSBC fuel pump price ବଢ଼ାଇବା ଓ asset tax treatment ସମାନ କରିବାକୁ ପରାମର୍ଶ ଦେଇଛି