ନରୱେ ଚେସ୍ 2026ର ପ୍ରଥମ ଦିନ ଭାରତୀୟ ତାରକା R ପ୍ରଗ୍ନାନନ୍ଦା ଓ ବିଶ୍ୱଚ୍ୟାମ୍ପିୟନ୍ D ଗୁକେଶ ଦୃଢ଼ Armageddon ବିଜୟ ସହିତ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଗ୍ Wesley So ସହିତ ସମତାରେ Classical ଖେଳି, Armageddonରେ ଆକ୍ରମଣାତ୍ମକ ଖେଳରେ ବିଜୟୀ ହେଲେ। ଗୁକେଶ Vincent Keymer ବିରୋଧରେ Classicalରେ କଷ୍ଟକର Endgameରୁ ସମତା କରି, Armageddonରେ ଫେରିଥିଲେ। ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ Alireza Firouzjaଙ୍କ Classical ବିଜୟ, ଯେଉଁଥିରେ ସେ World No.1 Magnus Carlsenଙ୍କୁ ତାଙ୍କ ଘରୋଇ ମାଟିରେ ପରାଜିତ କରିଥିଲେ। ମହିଳା ବିଭାଗରେ Divya Deshmukh Ju Wenjun ସହିତ Classicalରେ ସମତା କରି, Armageddonରେ ବିଜୟୀ ହେଲେ। Bibisara Assaubayeva Classicalରେ Koneru Humpyଙ୍କୁ ପରାଜିତ କରିଥିଲେ